Anumati Dere

Debesh Pati

ତତେ ଭଲ ପାଇବାକୁ ଟିକେ ଅନୁମତି ଦେ ରେ

ତତେ ଭଲ ପାଇବାକୁ ଟିକେ ଅନୁମତି ଦେ ରେ

ତତେ ଭଲ ପାଇବାକୁ ଟିକେ ଅନୁମତି ଦେ ରେ

ସପନ ରେ ଯେବେ ରହିଗଲୁ ମୋର

ଦେଇ ସାରିଛି ମୁଁ ତତେ ଅଧିକାର

ମନ ଲେଖିଛି ତୋ ନାଁ ରେ,

ଅନୁମତି ନେ ରେ,

ହୋ ଅନୁମତି ଦେ ରେ

ସଲୋନୀ ସଲୋନୀ ଆଖି ତୋ ସଲୋନୀ

ଚାହାଣୀ ଯାଦୁ କଲା,ଯାଦୁ କଲା, ଯାଦୁ କଲା

ଆଖି ପଲକ ରେ ଦୂର ହେଲା ପରେ

ମୋ ନିଦ ହଜିଗଲା, ହଜିଗଲା, ହଜିଗଲା

ସେଇ ନିଦ ଆଜି ମଇନା ଟେ ସାଜି

ଅଳସଡେଣା ରେ ମୋତେ ଖୋଜି ଖୋଜି

ତୋ କଥା କହିଦିଏ ରେ,

ଅନୁମତି ଦେ ରେ,

ହଁ ଅନୁମତି ନେ ରେ,

ଏମିତି ସମ୍ପର୍କ ତୋର ପରା କହ

ପାରୁନି ଆଉ ରହି, ଆଉ ରହି, ଆଉ ରହି

ଛାତିରେ ଆଜି ତୁ ନିଃଶ୍ୱାସ ସାଜିଚ୍ଛୁ

ସ୍ପନ୍ଦନ ଦିଏ କହି, ଦିଏ କହି, ଦିଏ କହି

ଛାତିତଳେ ତୋର ଘର ତୋଳିବାକୁ

ଆସିଛି ଆଜି ମୁଁ ଏଇ ଦୁନିଆ କୁ

ମୁଁ ଖାଲି ତୋତେ ଚାହେଁ ରେ,

ଅନୁମତି ନେ ରେ

ହୋ ଅନୁମତି ଦେ ରେ

ହୋ ଅନୁମତି ନେ ରେ

Unduh .lrc WhatsApp